ଖୋର୍ଦ୍ଧାରେ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେଲେ ବିଜେପିରେ

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର୧୦|୪; ଖୋର୍ଦ୍ଧ। ନିକଟସ୍ଥ ବାଜପୁରଠାରେ ଖୋର୍ଦ୍ଧ। ନିର୍ବ।ଚନ ମଣ୍ଡଳୀର କଂଗ୍ରେସ , ବିଜେଡି ଓ ସିପିଏମ୍ ର ବହୁ ପଂଚାୟତ ସ୍ଥରୀୟ ନେତା ବିଜେପିର ମିଶ୍ରଣ ପର୍ବରେ ଯୋଗଦେଇ ବିଜେପି ରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ଭୁବନେଶ୍ବର ଲୋକସଭା ଆସନର ବିଜେପି ପାର୍ଥୀ ଅପରାଜିତା ଷଢଙ୍ଗୀ ଓ ଖୋର୍ଦ୍ଧ। ବିଜେପି ପାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ , ବିଜେପି କୃଷକ ମୋର୍ଚ୍ଚାର ସମ୍ପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ସଭା ମଂଚରେ ଉପସ୍ଥିତ ଥିଲେ।

{"id":102195}

ପୁର୍ବରୁ ଖୋର୍ଦ୍ଧ। ନିର୍ବ।ଚନମଣ୍ଡଳିର ନନ୍ଦପୁର ଓ ବାଜପୁର ପଂଚାୟତରେ ବିଜେପି ପକ୍ଷରୁ ପଦଯାତ୍ରା ମଧ୍ୟମରେ ପ୍ରଚାର କାର୍ଯ୍ୟ କରାଯାଇଥିଲା। ଏଥିରେ ବିଜେପି ନେତାଙ୍କ ସହିତ ବହୁ କର୍ମୀ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.