Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧାରେ ବିଭିନ୍ନ ଦଳର ନେତା ଓ କର୍ମୀ ଯୋଗଦେଲେ ବିଜେପିରେ

10/04/2019 at 8:40 PM

ଭୁବନେଶ୍ବର୧୦|୪; ଖୋର୍ଦ୍ଧ। ନିକଟସ୍ଥ ବାଜପୁରଠାରେ ଖୋର୍ଦ୍ଧ। ନିର୍ବ।ଚନ ମଣ୍ଡଳୀର କଂଗ୍ରେସ , ବିଜେଡି ଓ ସିପିଏମ୍ ର ବହୁ ପଂଚାୟତ ସ୍ଥରୀୟ ନେତା ବିଜେପିର ମିଶ୍ରଣ ପର୍ବରେ ଯୋଗଦେଇ ବିଜେପି ରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ଭୁବନେଶ୍ବର ଲୋକସଭା ଆସନର ବିଜେପି ପାର୍ଥୀ ଅପରାଜିତା ଷଢଙ୍ଗୀ ଓ ଖୋର୍ଦ୍ଧ। ବିଜେପି ପାର୍ଥୀ କାଳୁ ଚରଣ ଖଣ୍ଡେଇତରାୟ , ବିଜେପି କୃଷକ ମୋର୍ଚ୍ଚାର ସମ୍ପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ସଭା ମଂଚରେ ଉପସ୍ଥିତ ଥିଲେ।

ପୁର୍ବରୁ ଖୋର୍ଦ୍ଧ। ନିର୍ବ।ଚନମଣ୍ଡଳିର ନନ୍ଦପୁର ଓ ବାଜପୁର ପଂଚାୟତରେ ବିଜେପି ପକ୍ଷରୁ ପଦଯାତ୍ରା ମଧ୍ୟମରେ ପ୍ରଚାର କାର୍ଯ୍ୟ କରାଯାଇଥିଲା। ଏଥିରେ ବିଜେପି ନେତାଙ୍କ ସହିତ ବହୁ କର୍ମୀ ସାମିଲ ହୋଇଥିଲେ।

   Related Posts