Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ବିଲ୍ଟ ପେପର ମିଲ୍‌ରେ ଶ୍ରମିକ ଅଶାନ୍ତି, ମୁଖ୍ୟ ଫାଟକରେ ତାଲା ପକାଇଲେ ଅସନ୍ତୁଷ୍ଟ ଶ୍ରମିକ

3/11/2020 at 2:39 PM

ଜୟପୁର ୩।୧୧: ଜୟପୁର ବିଲ୍ଟ ପେପର ମିଲରେ ପୁଣି ଥରେ କର୍ମଚାରୀ ଅସନ୍ତୋଷ । ଆର୍ଥିକ ସଂକଟ କାରଣରୁ ମିଲର ଉତ୍ପାଦନ ୨ ବର୍ଷ ହେବ ବନ୍ଦ ଥିବା ବେଳେ କରୋନା ଯୋଗୁଁ ଗତ ମାର୍ଚ୍ଚ ମାସ ପରଠାରୁ କର୍ମଚାରୀଙ୍କୁ ମିଲ ପରସରକୁ ଆସିବାକୁ ବାରଣ କରିଥିଲେ ମିଲ୍ କର୍ତ୍ତୃପକ୍ଷ । ହେଲେ ଅନଲକ୍ ୬.୦ ପରେ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇ ପାରିବେ ବୋଲି ମିଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବି ଏହାକୁ ପାଳନ କରି ନାହାଁନ୍ତି ।

କିଛି ହାତ ଗଣତି କର୍ମଚାରୀଙ୍କୁ ସେମାନଙ୍କ କାମରେ ଯୋଗ ଦେବା ପାଇଁ ଅନୁମତି ଦେଇଛନ୍ତି ମିଲ୍ କର୍ତ୍ତୃପକ୍ଷ । ସେହିପରି ସୀମିତ କର୍ମଚାରୀଙ୍କୁ ଦରମା ପ୍ରଦାନ କରୁଥିବା ଅନ୍ୟ କର୍ମଚାରୀମାନେ ୨୨ ମାସ ହେଲା ଦରମା ପାଇ ନାହାଁନ୍ତି । ପ୍ରତିବାଦରେ କର୍ମଚାରୀମାନେ ମିଲର ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

   Related Posts