ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | July 15, 2018 IST

ଅନୁଗୋଳ ନିଶା ଜିନ୍ଦଲ ଲେବର କଲୋନୀରୁ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ମୃତ ଶ୍ରମିକ ହେଲେ ଯୋଗେନ୍ଦ୍ର ସାହୁ | ଯୋଗେନ୍ଦ୍ରଙ୍କ ଘର ସୁନ୍ଦରଗଡ ଜିଲ୍ଲାର ବଲକୁଟା ଅଞ୍ଚଳରେ | ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି | ଏନେଇ ନିଶା ଥାନା ପୋଲିସର ତଦନ୍ତ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.