Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

‘ସେଲ୍’ କର୍ମଚାରୀଙ୍କ ଘରୁ ଚୋରା ଶାଗୁଆନ ଓ ପିଆଶାଳ କାଠ ଜବତ, କର୍ମଚାରୀ ଗିରଫ

24/10/2020 at 12:05 PM

ବଡବିଲ ୨୪।୧୦: ଶାଗୁଆନ ଓ ପିଆଶାଳ କାଠ ଜବତ । ବଡ଼ବିଲ କିରିବୁରୁ ହିଲଟପ୍ ସ୍ଥିତ ‘ସେଲ୍’ କର୍ମଚାରୀଙ୍କ ଘରୁ ଚୋରା କାଠ ଜବତ ହୋଇଛି । ଏହା ସହ ଅଭିଯୁକ୍ତ ଗୌତମ ବାରିକଙ୍କୁ ଗିରଫ୍ କରିଛି ବନ ବିଭାଗ ।

 ବିଶ୍ବସ୍ତ ସୁତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ଼ର୍, ‘ସେଲ୍’ କର୍ମଚାରୀ ଗୌତମ ବାରିକଙ୍କ କ୍ବାଟରରେ ଚଢ଼ଉ କରିଥିଲା । ଚଢାଉରେ ପାଖାପାଖି ୮ ଘନଫୁଟ୍ ଚୋରା ଶାଗୁଆନ ଓ ପିଆଶାଳ କାଠ ସିଜ୍‌ ସହ ଏକ କରତ ଓ କଟିଙ୍ଗ୍ ମେସିନ୍ ଜବତ କରିଥିବା ସୂଚନା ମିଳିଛି । ଜବତ କାଠର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗୌତମ, ସେଲ୍ କମ୍ପାନୀର ମେକାନିକାଲ ବିଭାଗରେ କାର୍ଯ୍ୟ କରନ୍ତି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts