ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ଚୋରା କାଠ ଚାଲାଣ ଅଭିଯୋଗରେ ଶିକ୍ଷକ ସମେତ ୨ ଅଟକ

12/08/2018 at 7:01 AM

ଚୋରା କାଠ ଚାଲାଣ ଅଭିଯୋଗରେ ଶିକ୍ଷକ ସମେତ ୨ ଅଟକ । କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଥୁଆମୁଳ-ରାମପୁର ବ୍ଲକ ପାଡେପଦର ଗାଁର ସୁନ୍ଦର ସିଂ ମାଝୀଙ୍କ ଘରେ ବିପୁଳ ପରିମାଣର ଚୋରା କାଠ ଥିବା ଖବର ପାଇ ଚଢାଉ କରିଥିଲା ବନବିଭାଗ ସ୍କାର୍ଡ । ତଦନ୍ତରୁ ସମସ୍ତ ଚୋରା କାଠ ପାଡେପଦର ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶୀଧର ନାଏକଙ୍କର ବୋଲି ଜଣାପଡିଛି । ସୁନ୍ଦର ସିଂଙ୍କ ଘରୁ କାଠ ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଛି । ପୂର୍ବରୁ ସ୍କୁଲର ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଅନିୟମିତତା ଅଭିଯୋଗରେ ଶଶୀଧରଙ୍କୁ ନିଲମ୍ବନ କରାଯାଇଛି ।

   Related Posts