ଶାଗୁଆନ କାଠ ଚାଲାଣ ବେଳେ ଜବତ, ୨ଅଟକ

Published By : Prameya-News7 Bureau | December 01, 2019 IST

କଳାହାଣ୍ଡି ୦୧।୧୨: ପୋଲିସ ଭ୍ୟାନରେ ଶାଗୁଆନ କାଠ ଚାଲାଣ ବେଳେ ଜବତ କରାଯାଇଛି । କାଠ ଜବତ ସହ ଦୁଇଜଣ ଯବାନଙ୍କୁ ଅଟକ ରଖିଛି ବନ ବିଭାଗ ।

{"id":192377,"sizeSlug":"large"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଆଇଆରବି-2 ବାଟାଲିଆନ ଭ୍ୟାନରେ କାଠ ଚାଲାଣ ବେଳେ ଜବତ କରିଛି ବନ ବିଭାଗ । ଭ୍ୟାନରେ ୩୪ ଖଣ୍ଡ ଶାଗୁଆନ କାଠ ଭୁବନେଶ୍ବର ଚାଲାଣ ବେଳେ ଧରିଛନ୍ତି କେସିଙ୍ଗା ବନ କର୍ମଚାରୀ । ଭ୍ୟାନରେ ଥିବା ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ଯବାନଙ୍କୁ ଅଟକ ରଖାଯାଇଛି । ଭ୍ୟାନ ସହ କାଠକୁ ଜବତ କରିଛନ୍ତି ବନ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.