Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫାର୍ମ ହାଉସ୍‌ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟ୍ଟା ଜବତ

19/02/2020 at 9:46 AM

କଳାହାଣ୍ଡି ୧୯।୨: ବନ ବିଭାଗର ଚଢାଉ । ଫାର୍ମ ହାଉସ୍ ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟ୍ଟା ଓ ଗଣ୍ଡି ଜବତ । ମଦନପୁର ରାମପୁର ବ୍ଲକ୍ ବୁରାଟ ଗାଁର ବାସୁଦେବ ନାଏକଙ୍କ ଫାର୍ମ ହାଉସରୁ ଜବତ ହୋଇଛି । ଫାର୍ମ ହାଉସ୍ ମାଲିକ ବାସୁଦେବ ନାଏକ ଫେରାର । ତିନି ଗୋଟି ପିକଅପ ଭ୍ୟାନ୍ ରେ ଶହେରୁ ଉର୍ଦ୍ଧ୍ବ ଶାଗୁଆନ ପଟ୍ଟା ଚାଲାଣ ବେଳେ ବିଶ୍ବସ୍ତ ସୂତ୍ର ସୂଚନା ଆଧାରରେ ବନବିଭାଗ ଚଢାଉ କରିଛି ।

   Related Posts