ଫାର୍ମ ହାଉସ୍‌ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟ୍ଟା ଜବତ

Published By : Prameya-News7 Bureau | February 19, 2020 IST

କଳାହାଣ୍ଡି ୧୯।୨: ବନ ବିଭାଗର ଚଢାଉ । ଫାର୍ମ ହାଉସ୍ ରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟ୍ଟା ଓ ଗଣ୍ଡି ଜବତ । ମଦନପୁର ରାମପୁର ବ୍ଲକ୍ ବୁରାଟ ଗାଁର ବାସୁଦେବ ନାଏକଙ୍କ ଫାର୍ମ ହାଉସରୁ ଜବତ ହୋଇଛି । ଫାର୍ମ ହାଉସ୍ ମାଲିକ ବାସୁଦେବ ନାଏକ ଫେରାର । ତିନି ଗୋଟି ପିକଅପ ଭ୍ୟାନ୍ ରେ ଶହେରୁ ଉର୍ଦ୍ଧ୍ବ ଶାଗୁଆନ ପଟ୍ଟା ଚାଲାଣ ବେଳେ ବିଶ୍ବସ୍ତ ସୂତ୍ର ସୂଚନା ଆଧାରରେ ବନବିଭାଗ ଚଢାଉ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.