Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା ଉପରେ ଚଢଉ କରି ଭାଙ୍ଗିଲେ ମଦ ବୋତଲ

10/03/2020 at 3:05 PM

ଭଦ୍ରକ ୧୦।୦୩:  ଚୋରା ମଦ ପିଇ ମାତାଲିଙ୍କ ଉତ୍ପାତରେ ଦେଖି ରାଗିଲେ ମହିଳା ଦଳ । ମଦ ଦୋକାନ ଘର ଭାଙ୍ଗିବା ସହ ଦେଶୀ ମଦ ନଷ୍ଟ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତଳଗୋପବିନ୍ଧା ପଞ୍ଚାୟତ ନରସିଂହପୁର ଗାଁରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ନରସିଂହପୁର ଗାଁର ଦୀର୍ଘଦିନ ହେବ ମଦ କରାବା ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଉଥିଲା । କିନ୍ତୁ କୌଣସି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସୋମବାର ଦିନ ରାତିରେ ମଦ ପିଇ କିଛି ଯୁବକ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିଥିଲେ ।

ଯାହାକୁ ନେଇ ମହିଳା ମାନେ ସଂପୃକ୍ତ ମଦ ବେପାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ କଥା ନଶୁଣିବାରୁ  ଶେଷରେ ମହିଳା ମାନେ ଓ ଗ୍ରାମବାସୀ ଘରେ ରଖିଥିବା ମଦ ଗୁଡ଼ିକ ପିଟି ପିଟି ଭାଙ୍ଗି ଦେଇଥିବାର  ସୁଚନା ମିଳିଛି ।

   Related Posts