Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବାରମ୍ବାର ଚୋରି ପ୍ରତିବାଦରେ ଥାନା ଘେରାଉ କଲେ ବସ୍ତି ସୁରକ୍ଷା ମଞ୍ଚ

2/02/2020 at 5:21 PM

ସୋନପୁର ୦୨।୦୨: ସହରରେ ବାରମ୍ବାର ଚୋରି ପ୍ରତିବାଦକୁ ନେଇ ସୋନପୁର ଟାଉନ ଥାନା ଘେରାଓ କରାଯାଇଛି । ସୋନପୁର ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ଘେରାଉ କରାଯାଇଛି।

ଗତ କିଛି ଦିନ ମଧ୍ୟରେ ସହରରେ ବାରମ୍ବାର ଚୋରି ହେଉଛି । ସହରରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କୋହଳ ହେଉଥିବାରୁ ବାରମ୍ବାର ଚୋରି ହେଉଥିବାର ମହିଳାମାନେ  ଅଭିଯୋଗ କରିଛନ୍ତି  । କେବଳ ଖାଲି ଚୋରି ନୁହେଁ ମଦ ,ସଟା କାରବାର ମଧ୍ୟ ଵୃଦ୍ଧି ହେଉଛି । ମହିଳା ମାନେ ଏକ ରାଲିରେ ଆସି ଥାନା ଆଗରେ ବିକ୍ଷୋଭ କରିବା ସହ ଥାନା ସମ୍ମୁଖରେ ରାସ୍ତା ରୋକ କରିଥିଲେ । କିନ୍ତୁ ସୋନପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଛନ୍ତି । ସାହରରେ ପାଟ୍ରେଲିଂ ବ୍ୟବସ୍ଥା କଡାକଡ଼ି କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts