Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

‘ମୋ ବସ୍’ରେ ମହିଳାଙ୍କ ମାଗଣା ଯାତ୍ରା

8/03/2020 at 12:39 PM

ଭୁବନେଶ୍ବର ୮।୩: ବିଶ୍ବ ମହିଳା ଦିବସ ଅବସରରେ ‘ମୋ ବସ୍’ରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ‘ମୋ ବସ୍’ରେ ଆଜି ମହିଳାମାନେ ମାଗଣାରେ ଯାତ୍ରା କରୁଛନ୍ତି । ଏ ନେଇ ମହିଳାମାନଙ୍କୁ କୌଣସି ଭଡା ଦେବାକୁ ପଡୁନାହିଁ । ।

‘ମୋ ବସ୍’ରେ ମାଗଣା ସୁବିଧା ଘୋଷଣା ପରେ ମହିଳାମାନେ ବେଶ୍ ଉତ୍ସାହିତ ହୋଇଥିଲେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଏହି ବ୍ୟବସ୍ଥା ହୋଇଥିବା ବେଳେ ଆଗକୁ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ କରାଯିବ ବୋଲି ଘୋଷଣା କରାଯାଇଛି ।

   Related Posts