‘ମୋ ବସ୍’ରେ ମହିଳାଙ୍କ ମାଗଣା ଯାତ୍ରା

Published By : Prameya-News7 Bureau | March 08, 2020 IST

ଭୁବନେଶ୍ବର ୮।୩: ବିଶ୍ବ ମହିଳା ଦିବସ ଅବସରରେ ‘ମୋ ବସ୍’ରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ‘ମୋ ବସ୍’ରେ ଆଜି ମହିଳାମାନେ ମାଗଣାରେ ଯାତ୍ରା କରୁଛନ୍ତି । ଏ ନେଇ ମହିଳାମାନଙ୍କୁ କୌଣସି ଭଡା ଦେବାକୁ ପଡୁନାହିଁ । ।

{"id":234847,"sizeSlug":"large"}

‘ମୋ ବସ୍’ରେ ମାଗଣା ସୁବିଧା ଘୋଷଣା ପରେ ମହିଳାମାନେ ବେଶ୍ ଉତ୍ସାହିତ ହୋଇଥିଲେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ଏହି ବ୍ୟବସ୍ଥା ହୋଇଥିବା ବେଳେ ଆଗକୁ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ କରାଯିବ ବୋଲି ଘୋଷଣା କରାଯାଇଛି ।

{"align":"center","id":234848,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.