Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ

23/01/2019 at 6:59 PM


ଢେଙ୍କାନାଳ ୨୩/୧-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବେଡାପଡା ଗ୍ରାମର ସନାତନ ସାମଲ ଙ୍କ ସ୍ତ୍ରୀ ଭାସିନୀ ସାମଲ ଆଜି ଅପରାହ୍ନ ୫ ଟା ସମୟରେ ଘରପାଖ ପଡିଆକୁ ଝାଡ଼ା ଯାଇଥିବା ସମୟରେ ବାଣୁଆ ଦନ୍ତାହାତୀ ଆକ୍ରମଣ କରି ଭାସିନୀଙ୍କୁ ଦନ୍ତାହାତୀ ଦାନ୍ତରେ ଚିରି ଦେଇଛି ଫଳରେ ଖଣ୍ଡ ବିଖଣ୍ଡିତ ଅବସ୍ଥା ରେ ମୃତଦେହ ପଡିଆ ରେ ପଡ଼ି ରହିଛି।ଘଟଣା ସ୍ଥଳରେ ବ୍ୟାପକ ରକ୍ତସ୍ରାବ ହୋଇ ତାଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ହାତୀ ମାନଙ୍କ ର ବଢିବାର ଲାଗିଛି ୩୦ ରୁ ୪୦ ହାତୀ ଆସି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛନ୍ତି। ବନବିଭାଗ କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ। ଭାସିନୀ ସାମଲ ଦନ୍ତା ହାତୀ ଆକ୍ରମଣ ରେ ମୃତ୍ୟୁ ବରଣ କରିବାର ଦୁଇଘଣ୍ଟା ବିତି ଯାଇଥିଲେ ମଧ୍ୟ ବନବିଭାଗ ର କୈାଣସି ଅଧିକାରୀ ଘଟଣାସ୍ଥଳରେ ପହଂଚି ନଥିବା ଅଭିଯୋଗ ହୋଇଛି। ଭାସିନୀ ସାମଲ ଙ୍କ ପରିବାର ଅତ୍ୟନ୍ତ ଗରିବ ତାଙ୍କୁ ସରକାରୀ ସହାୟତା ଯୋଗାଇବା ଦେବା ପାଇଁ ସାଧାରଣ ରେ ଦାବୀ।

   Related Posts