Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନଦୀରେ ଭାସି ଆସିଲେ ମହିଳା, ପ୍ରାୟ ୩ କି.ମି. ଭାସିଆସିଥିବା ସୂଚନା

5/10/2019 at 9:04 AM

ମୋରଡା ୫।୧୦: ମୟୁରଭଞ୍ଜ ଜିଲ୍ଲା ମୋରଡା ଶିଳଦାଠାରେ ଥିବା ଜମ୍ଭିରା ନଦୀରେ ଭାସି ଆସିଲେ ମହିଳା । କାକୁଡିହା ଗାଁରୁ ପ୍ରାୟ ୩ କିଲୋମିଟର ସେ ନଦୀରେ ଭାସି ଆସିଥିଲେ । ନଦୀ ଭିତରେ ଥାଇ ମହିଳା ଜଣକ ତାଙ୍କୁ ବଞ୍ଚାଇବାକୁ ସହାୟତା ଲୋଡିଥିଲେ ।

ସ୍ଥାନୀୟ ଲୋକେ ତାଙ୍ଗକୁ ଦେଖି ଦମକଳ ବିଭାଗ ଓ ମୋରଡା ପୋଲିସକୁ ଖବର ଦେଇଥିଲେ । ଦମକଳ କର୍ମଚାରୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ବାରମାଇଲ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ପାଣିରୁ ବାହାରିଲା ପରେ ମହିଳା ଜଣକ କହିଥିଲେ ସେ ପ୍ରାୟ ୩ କିଲୋମିଟର ପାଖାପାଖି ଭାସି ଆସିଛନ୍ତି ।ଏହା କହିବା ପରେ ସେ ଅଚେତ୍ ହୋଇଯାଇଥିଲେ ।

   Related Posts