Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର କାର୍ଯ୍ୟକ୍ରମକୁ ଯାଇ ପାରିଲେ ନାହିଁ ମହିଳା ; ପ୍ରତିବାଦରେ ରାସ୍ତା ଅବରୋଧ

3/02/2019 at 12:04 PM

କେନ୍ଦୁଝର ୩/୨ : ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର କାର୍ଯ୍ୟକ୍ରମକୁ ଯାଇନପାରି ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ମହିଳା । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର କେଣ୍ଡେଇପୋଷି ଗାଁର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବାକୁ ବାହାରିଥିଲେ ବି ଆବଶ୍ୟକୀୟ ଗାଡି ନମିଳିବାରୁ ରାସ୍ତା ଅବରୋଧ କରିବା ସହ ଆସିଥିବା ଗୋଟିଏ ବସକୁ ଅଟକ ରଖିଛନ୍ତି । ଏହାସହ ପାଟଣା ତଦସିଲଦାରଙ୍କୁ ଗାଡି ସହ ଅଟକ ରଖିଛନ୍ତି ।ସେପଟେ ସାହରପଡା ବ୍ଲକର ମାଛଗଡ, ଆନନ୍ଦପୁର ହାଟଡିହି ବ୍ଲକର ହାଟଡିହି ଓ ଓରାଳିଠାରେ ଶହ ଶହ ମହିଳା ଗାଡି ନପାଇ ରାସ୍ତା ଅବରୋଧ କରି ବସି ରହିଛନ୍ତି ।

   Related Posts