Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୁଆଁରା ଦିଅର ସହ ରହୁଥିବା ଭାଉଜକର ଗଳାକାଟି ହତ୍ୟା , ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ

6/03/2019 at 6:29 PM

ହରିଚନ୍ଦପୁର ୬/୩- ଜଣେ ବିବାହିତା ମହିଳାଙ୍କ ଗଳାକାଟି ହତ୍ୟା । ଏହି ଘଟଣାରେ ସାଙ୍ଗରେ ରହୁଥିବା କୁଆଁରା ଦିଅରକୁ ପୋଲିସ ସନ୍ଦେହଘେରକୁ ଆଣିଲେ ବି କାହାକୁ କରିପାରିନି ଗିରଫ ।

ଏହିଭଳି  ଅଭାବନୀୟ ଘଟଣା ଘଟିଛି ଦିବିଆପୁର ହରିଚନ୍ଦପୁର ଅଂଚଳରେ । ଦଶନାଇ ଗାଁରେ ଉମେଶ ନାମକ ୨୪ବର୍ଷ ବୟସ୍କ ଯୁବକ ରହୁଥିଲା ଭାଉଜ ସହ ଏକା ରହୁଥିଲା । ବାପା-ମାଆ ମରିଗଲାପରେ ଭାଇଭାଉଜଙ୍କ ସହ ସାଥି ହୋଇ ରହୁଥିଲା ଉମେଶ । ଉମେଶଙ୍କ ପରିବାରରେ ସେମାନେ ତିନିଭାଇ ଥିଲେ ବି ସେମାନେ ଏକ ଘୋରେଇ କଂପାନୀରେ ଦିଲ୍ଲୀରେ ରହୁଥିଲେ ।

ଉମେଶ ଗାଁରେ ରହୁଥିଲେ । ଅନ୍ୟଭାଇମାନେ ପରିବାର ନେଇ ଦିଲ୍ଲୀରେ ରହୁଥିବା ବେଳେ ଜଣେ ଭାଉଜ କେବଳ ଉମେଶଙ୍କ ସହ ରହୁଥିଲେ । ଉମେଶ କୁଆଁରା ଥିଲେ ଓ ଭାଉଜଙ୍କ ସହ କିଛି ଅନୈତିକ ସଂପର୍କ କାରଣ ହୋଇପାରେ ବୋଲି କହିଛି ପୋଲିସ । ଅନ୍ୟପଟେ ସେଦିନ ଉମେଶ ଗାଁରେ ଅନୁପସ୍ଥିତ ଥିବାକଥା ଗ୍ରାମବାସୀ କହିଛନ୍ତି ।

ମହିଳାଙ୍କ ବେକ କାଟି କେହି ନିର୍ମମଭାବେ ହତ୍ୟା କରିଥିଲା । ଏହି ଘଟଣାରେ ଉମେଶ ସଂପୃକ୍ତ ନଥିବା କଥା ଗ୍ରାମବାସୀ କହିଛନ୍ତି । ପୋଲିସ ଏହି ଘଟଣାରେ ସାଇଣ୍ଟିଫିକ ଟିମ ସହିତ ସନ୍ଧାନି କୁକୁରର ସହାୟତା ନେଇଥିଲେ ବି କିଛି ସୁରାକ ମିଳିପାରିନାହିଁ ।

ପୋଲିସ ଅନ୍ଧାରରେ ବାଡ଼ି ବୁଲାଇବା ବ୍ୟତୀତ ଅପରାଧିଙ୍କୁ ଧରିବାର ସକ୍ଷମ ହୋଇନାହିଁ ।  

 

   Related Posts