Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମହିଳାଙ୍କ ପାଇଁ ଅସୁରକ୍ଷିତ ଭାରତ : ନା ମାନେ ନା

26/06/2018 at 9:11 AM

ଏକ ସର୍ଭେ ରିପୋର୍ଟରୁ ଲଜ୍ଜାଜନକ ତଥ୍ୟ ପ୍ରକାଶ ପାଇଛି ଯେ ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ଭାରତ | ମହିଳା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ୫୫୦ ଜଣ ଏକ୍ସପର୍ଟଙ୍କ ଠାରୁ ନିଆଯାଇଥିବା ମତାମତ ଅନୁଯାୟୀ ଏଭଳି ରିପୋର୍ଟ ଆସିଛି | ଭାରତରେ ମହିଳାମାନେ ଗୋତି ଶ୍ରମିକ ଭାବେ ଖଟୁଛନ୍ତି | ଏହା ସହ ଯୌନ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି | ସର୍ଭେ ରିପୋର୍ଟରେ ଆଫଗାନିସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି |

   Related Posts