Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଧରି ପୋଲିସର ଜିମାଦେଲେ ଲୋକେ

ବ୍ରହ୍ମପୁର ୧୬|୪: ବ୍ରହ୍ମପୁର ବଡବଜାର ଥାନା ବ୍ରଜରାଜନଗରରୁ ପିଲା ଚୋରି ଅଭିଯୋଗ ହୋଇଛି । ଜଣେ ମହିଳାଙ୍କୁ ଅଟକ ରଖିଲେ ସାହିବାସିନ୍ଦା । ମହିଳାଙ୍କୁ ଧରି ବଡ଼ ବଜାର ପୋଲିସର ଜିମା ଦେଲେ । ଦୁଇ ଜଣ ଶିଶୁ ଟ୍ୟୁସନରୁ ଘରକୁ ଫେରିବା ବେଳେ ମହିଳା ଜଣକ ଶିଶୁକୁ ଧରି ଫେରାର୍ ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଅଞ୍ଚଳବାସୀ ମହିଳା ଜଣକୁ କାବୁ କରି ବଡବଜାର ଥାନାରେ ଜିମା ଦେଇଥିଲେ । ମହିଳାଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଛି ।

200 Views

   ସମ୍ବନ୍ଧିତ ଖବର