Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ବେଆଇନ ମଦ ବିକ୍ରି ବନ୍ଦ ଦାବିରେ ମହିଳାଙ୍କ ଅବକାରୀ କାର୍ଯ୍ୟାଳୟ ଘେରାଓ

29/05/2019 at 2:43 PM

କଳାହାଣ୍ଡି ୨୯|୫: ବେଆଇନ ମଦ ବିକ୍ରି କୋଠି ବନ୍ଦ ପାଇଁ ମହିଳାମାନେ ଅବକାରୀ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ସରପଞ୍ଚ ସମେତ ମହିଳା ଗୋଷ୍ଠୀଙ୍କ ଅଭିଯୋଗ କେସିଙ୍ଗା । ଥାନା ପରଲସିଂଘା ପଚଂ।ୟତର ବିଭିନ୍ନ ଗାଁ ଗାଁରେ ମଦ କୋଠିରେ ଜାରି ରହିଛି ଦେଶୀ ମଦ ବିକ୍ରି ।

ବେଆଇନ ମଦ ବିକ୍ରି ବନ୍ଦ ଦାବିରେ କଳାହାଣ୍ଡି ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି କେସିଗାଂ ଥାନା ପରଲସିଂଘା ପଚଂ।ୟତର ବାସିନ୍ଦା । ପରଲସିଂଗଂ। ପଚଂ।ୟତ ଅଫିସ ତଥା ଗାଁ ଗାଁରେ ମଦ କୋଠି ସ୍ଥାପନ କରି ମଦ ବିକ୍ରି କରାଯାଉଥିବାରୁ ମହିଳାଙ୍କ ଜୀବନ ଦୁର୍ବିସହ ହୋଇପଡୁଥିବା ମହିଳା ଅଭିଯୋଗ କରୁଛନ୍ତି । ମଦ୍ୟପାନ ଯୋଗୁଁ ପରିବାର ଚଳାଇବା କଷ୍ଟକର ହେଉଥିବା ବେଳେ ମଦ୍ୟପାନ କରି ମଦ୍ୟପଙ୍କ ଦୌରାମ୍ୟ ମହିଳାଙ୍କ ପାଇଁ ବହୁ ଅସୁବିଧା ସୃଷ୍ଟି କରୁଥିବାରୁ ନିୟମ ଅନୁଯାୟୀ ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଲିଖିତ ଦାବି ଜଣାଇଛନ୍ତି ।

ମହିଳାଙ୍କ ଦାବି ପରେ ଅବକାରୀ ଅଧିକ୍ଷକ ଚିରାଚରିତ ବେଆଇନ ମଦ ବିକ୍ରି ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପ୍ରକାଶ କରୁଥିଲେ ହେଁ ଜଣେ ସରପଚଂ ସହ ମହିଳାଙ୍କ ଅସହାୟତା ଅବକାରୀ ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts