Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଏଠାରେ ମହିଳାମାନେ ପୁରଷଙ୍କ ସହ ଜୋରଜବରଦସ୍ତ ରଖିଥାନ୍ତି ଶାରୀରିକ ସଂପର୍କ, ଜାଣିବେ ତ…କହିବେ ଏମିତି ବି ଦୁନିଆରେ ହୋଇପାରେ

18/12/2018 at 7:07 PM

ନାଇଜର ୧୮|୧୨ : ଅଧିକାଂଶଦେଶରେ ପୁରୁଷମାନେ ମହିଳାମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କରିଥାନ୍ତି ବଳପ୍ରୟୋଗ । ଆଇନଅନୁସାରେବିଭିନ୍ନ ଦେଶରେ ଏହା ରୋକିବା ପାଇଁ ନିୟମକାନୁନ ମଧ୍ୟ ଥାଏ କଡ଼ାକଡ଼ି । ମହିଳାମାନଙ୍କ ପାଇଁ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି  ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଭିନ୍ନଦେଶର ସରକାର ମହିଳାଙ୍କୁସୁରକ୍ଷା ସହ ନିୟମକୁ କଡ଼ାକଡ଼ି କରିଛନ୍ତି ।

କିନ୍ତୁ ଆଜି ଆମେ ଏମିତିଗୋଟିଏ ଦେଶ ବାବଦରେ କଥା ହେବା ଯେଉଁଠି ମହିଳାମାନେ ପୁରୁଷମାନଙ୍କୁ ଶାରୀରିକ ସଂପର୍କ ରଖିବାକୁ ଜୋରକରିଥାନ୍ତି । ଯଦି ପୁରୁଷମାନେ ରାଜି ନ ହୁଅନ୍ତି, ତାହେଲେ ବଳପ୍ରଯୋଗ କରି ଶାରୀରିକ ସଂପର୍କ ରଖିଥାନ୍ତି।

ଆଫ୍ରିକା  ନାଇଜରରେ ତୁଆରେଗ ଜନଜାତିର ମହିଲାମାନେ ଏଭଳି କାମ କରିଥାନ୍ତି।  ଅନ୍ୟଦେଶରେ ପୁରୁଷମାନେ ବାହାରେ ରହୁଥିବାବେଳେମହିଳାମାନେ ଘରକୋଣରେ ରହନ୍ତି । କିନ୍ତୁ ଏହି ଜନଜାତିର ପୁରୁଷମାନେ ଘରକୋଣରେ ରହୁଥିବାବେଳେ ମହିଳାମାନେବାହାରେ କାମ କରନ୍ତି । ଠିକ ସେମିତି ଶାରୀରିକ ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ମହିଳାମାନେ ଏଠାରେ ପୁରୁଷମାନଙ୍କୁବାଧ୍ୟ କରିଥାନ୍ତି । ଏହିଜନଜାତିର ମହିଳାମାନେ ପୁରୁଷମାନଙ୍କୁ ଯୌନ ସଂପର୍କ ପାଇଁ  ବାଧ୍ୟ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ ।

ଏହିଦେଶରମହିଳାମାନେ ଯେକୋଣସି ପୁରୁଷଙ୍କ ସହ ସଂପର୍କ ଯେତେବେଳେ ଚାହିଁବେ ରଖିପାରିବେ । ସ୍ଵାମୀ-ସ୍ତ୍ରୀଭଳି ସାମାଜିକ ବନ୍ଧନ ଓ ପରମ୍ପରାକୁ ଏଠାର ମହିଳାମାନେ ବିଶ୍ଵାସ କରନ୍ତି ନାହିଁ ।  ନିଜ ଦେହର ଭୋକ ମେଣ୍ଟାଇବାକୁ ଯେକୌଣସି ପୁରୁଷ ସହ ଏମାନେରଖିପାରନ୍ତି ଶାରୀରିକ ସଂପର୍କ ।

 

   Related Posts