ଏଠାରେ ମହିଳାମାନେ ପୁରଷଙ୍କ ସହ ଜୋରଜବରଦସ୍ତ ରଖିଥାନ୍ତି ଶାରୀରିକ ସଂପର୍କ, ଜାଣିବେ ତ...କହିବେ ଏମିତି ବି ଦୁନିଆରେ ହୋଇପାରେ

Published By : Prameya-News7 Bureau | December 18, 2018 IST

ନାଇଜର ୧୮|୧୨ : ଅଧିକାଂଶଦେଶରେ ପୁରୁଷମାନେ ମହିଳାମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କରିଥାନ୍ତି ବଳପ୍ରୟୋଗ । ଆଇନଅନୁସାରେବିଭିନ୍ନ ଦେଶରେ ଏହା ରୋକିବା ପାଇଁ ନିୟମକାନୁନ ମଧ୍ୟ ଥାଏ କଡ଼ାକଡ଼ି । ମହିଳାମାନଙ୍କ ପାଇଁ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି  ସମ୍ବେଦନଶୀଳ ଘଟଣା ହୋଇଥିବାରୁ ବିଭିନ୍ନଦେଶର ସରକାର ମହିଳାଙ୍କୁସୁରକ୍ଷା ସହ ନିୟମକୁ କଡ଼ାକଡ଼ି କରିଛନ୍ତି ।

{"id":65067}

କିନ୍ତୁ ଆଜି ଆମେ ଏମିତିଗୋଟିଏ ଦେଶ ବାବଦରେ କଥା ହେବା ଯେଉଁଠି ମହିଳାମାନେ ପୁରୁଷମାନଙ୍କୁ ଶାରୀରିକ ସଂପର୍କ ରଖିବାକୁ ଜୋରକରିଥାନ୍ତି । ଯଦି ପୁରୁଷମାନେ ରାଜି ନ ହୁଅନ୍ତି, ତାହେଲେ ବଳପ୍ରଯୋଗ କରି ଶାରୀରିକ ସଂପର୍କ ରଖିଥାନ୍ତି।

ଆଫ୍ରିକା  ନାଇଜରରେ ତୁଆରେଗ ଜନଜାତିର ମହିଲାମାନେ ଏଭଳି କାମ କରିଥାନ୍ତି।  ଅନ୍ୟଦେଶରେ ପୁରୁଷମାନେ ବାହାରେ ରହୁଥିବାବେଳେମହିଳାମାନେ ଘରକୋଣରେ ରହନ୍ତି । କିନ୍ତୁ ଏହି ଜନଜାତିର ପୁରୁଷମାନେ ଘରକୋଣରେ ରହୁଥିବାବେଳେ ମହିଳାମାନେବାହାରେ କାମ କରନ୍ତି । ଠିକ ସେମିତି ଶାରୀରିକ ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ମହିଳାମାନେ ଏଠାରେ ପୁରୁଷମାନଙ୍କୁବାଧ୍ୟ କରିଥାନ୍ତି । ଏହିଜନଜାତିର ମହିଳାମାନେ ପୁରୁଷମାନଙ୍କୁ ଯୌନ ସଂପର୍କ ପାଇଁ  ବାଧ୍ୟ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ ।

{"id":65069,"width":592,"height":446}

ଏହିଦେଶରମହିଳାମାନେ ଯେକୋଣସି ପୁରୁଷଙ୍କ ସହ ସଂପର୍କ ଯେତେବେଳେ ଚାହିଁବେ ରଖିପାରିବେ । ସ୍ଵାମୀ-ସ୍ତ୍ରୀଭଳି ସାମାଜିକ ବନ୍ଧନ ଓ ପରମ୍ପରାକୁ ଏଠାର ମହିଳାମାନେ ବିଶ୍ଵାସ କରନ୍ତି ନାହିଁ ।  ନିଜ ଦେହର ଭୋକ ମେଣ୍ଟାଇବାକୁ ଯେକୌଣସି ପୁରୁଷ ସହ ଏମାନେରଖିପାରନ୍ତି ଶାରୀରିକ ସଂପର୍କ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.