ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇ ମଦ ବୋତଲ ଭାଙ୍ଗିଲେ ମହିଳା

Published By : Prameya-News7 Bureau | November 23, 2019 IST

କୃଷ୍ଣପ୍ରସାଦ ୨୩।୧୧:ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଲେ ମହିଳା ସଂଘ । ଚିଲିକା ନୂଆପଡା ମହିଳା ମହାସଂଘ ମଦ ବେପାରୀଙ୍କୁ ଅଟକାଇବା ସବ ତାଙ୍କଠାରୁ ମଦ ଛଡାଇ ନେଇଯାଇଛନ୍ତି । ବେପାରୀଙ୍କଠାରୁ ୩୦ କାର୍ଟୁନ ମଦ ଛଡାଇ ନେଇଛନ୍ତି ମହିଳାମାନେ ।

{"id":188560,"sizeSlug":"large"}

ଏହାସହ ରାସ୍ତା ଉପରେ ବସି ମହିଳାମାନ ପ୍ରତିବାଦ କରିଛନ୍ତି । ରାସ୍ତା ଉପରେ ମଦ ବୋତଲ ଭାଙ୍ଗିଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା  ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.