ମାଲବାହୀ ଟ୍ରେନରେ କଟି ମହିଳା ମୃତ
14/12/2019 at 9:23 AM

ଅନୁଗୋଳ : ମାଲବାହୀ ଟ୍ରେନରେ କଟି ମହିଳାଙ୍କ ମୃତ ହୋଇଛି । ମୃତ ଗୁରୁଜାଙ୍ଗ ଗାଁର ମମତା ଦେହୁରୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଗାଧୋଇବା ପାଇଁ ଯାଉଥିବା ସମୟରେ NTPCର ଏକ ମାଲବାହୀ ଟ୍ରେନରେ କଟି ମମତାଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଗୋଡିବନ୍ଧ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021