Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

30/11/2019 at 10:51 AM

ତେଲକୋଇ ୩୦।୧୧: ଦନ୍ତା ଆକ୍ରମଣରେ ଜଣେ ମହିଳାଙ୍କ  ମୃତ୍ୟୁ ହୋଇଛି । ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ସୂଚନାଯୋଗ୍ୟ ଯେ, ତେଲକୋଇ ବନାଞ୍ଚଳ ଅଧିନସ୍ଥ କୃଷ୍ଣପୁର ରେଞ ଟାଙ୍ଗିରି ଗାଁ ପାହାଡ଼ରେ ଦନ୍ତା ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ସକାଳୁ  ନିକଟସ୍ଥ ପାହାଡକୁ କାଠ ଓ ଛତୁ ପାଇଁ ସୁହାଗି ଜୁଆଙ୍ଗ , ଫୁଲମଣି ଜୁଆଙ୍ଗ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ ।ଦୁଇଜଣ ହାତୀ କୁ ଦେଖି ଦୌଡିଥିଲେ, କିନ୍ତୁ ସୁହାଗି ଦୌଡିବା ବେଳେ ଗଛ ଡାଳ ଲାଗି ଯିବାରୁ ଅଟକି ଯାଇଥିଲେ ।ଫଳରେ ହାତୀ ତାଙ୍କୁ ଧରି କଚାଡି ମାରି ଦେଇଥିଲା ।ଫୁଲମଣି ଏହାଦେଖି  ଭୟରେ ଦୌଡି ଆସି ଗାଁରେ ଖବର ଦେଇଥିଲେ, ପରେ ଗ୍ରାମବାସୀ ବନବିଭାଗ କୁ ଖବର ଦେଇଥିଲା। ଘଟଣାସ୍ଥଳରେ  ବନବିଭାଗ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

   Related Posts