ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ବାହାଘରର ମାତ୍ର ୩ମାସ ଭିତରେ ଯୌତୁକ ଜୁଇରେ ଜଳିଗଲେ ପୁଣି ଜଣେ ନବବଧୂ

4/09/2018 at 3:24 AM

ଯୌତୁକ ଜୁଇରେ ଜଳିଗଲେ ପୁଣି ଜଣେ ନବବଧୂ । ବାହାଘରର ମାତ୍ର ୩ମାସ ଭିତରେ ଶାଶୁଘର ଲୋକେ ବୋହୁକୁ ପେ।ଡି ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କେ।ରେଇ ଥାନା ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କେ।ରାବନ୍ଦୀ ବେଲବାହାଳି ଗାଁରେ । ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀ ଓ ଶ୍ବଶୂରଙ୍କୁ ଗିରଫ କରିଛି ପୋଲିସ । ତେବେ ଘଟଣା ପରେ ଫେରାର ହୋଇଯାଇ ଶାଶୂ ଓ ନଣନ୍ଦଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କିଛି ମହିଳା ସଂଗଠନ ।

   Related Posts