ନିଆଁରେ ପୋଡି ମହିଳା ଜୀବନ୍ତ ଦଗ୍ଧ

Published By : Prameya-News7 Bureau | June 25, 2018 IST

ନିଆଁରେ ପୋଡି ମହିଳା ଜୀବନ୍ତ ଦଗ୍ଧ । ଭଦ୍ରକ କଦମବେଡାରେ ଅଭାବନୀୟ ଘଟଣା । ମୃତ ମହିଳା ସୁବାଷିନୀ ଖିଲାର । ସୁବାଷିନୀଙ୍କ ଘରେ ନିଆଁ ଲାଗି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ତେବେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭଦ୍ରକ ଟାଉନ ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.