ଭୁଲ୍ ଇଂଜେକସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ
27/08/2018 at 7:59 AM

କେନ୍ଦ୍ରାପଡ଼ା;୨୮/୦୮-କେନ୍ଦ୍ରାପଡ଼ା ସଦର ଡ଼ାକ୍ତରଖାନା ନିକଟରେ ଡ଼ାକ୍ତର କୁଳମଣି ବରାଳଙ୍କ ପାଖକୁ ଆସିଥିବା ରୋଗୀକୁ ଭୁଲ୍ ଇଂଜେକସନ ଦେଇଥିବା କାରଣରୁ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଛି,ମୃତକ ହେଲେ ତକସିମା ଫରିନ.
Prameya News7, News7 Odia, Odisha Latest News, Odisha Current Headlines, Odisha News Online