Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁଲ୍ ଇଂଜେକସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ

27/08/2018 at 7:59 AM

କେନ୍ଦ୍ରାପଡ଼ା;୨୮/୦୮-କେନ୍ଦ୍ରାପଡ଼ା ସଦର ଡ଼ାକ୍ତରଖାନା ନିକଟରେ ଡ଼ାକ୍ତର କୁଳମଣି ବରାଳଙ୍କ ପାଖକୁ ଆସିଥିବା ରୋଗୀକୁ ଭୁଲ୍ ଇଂଜେକସନ ଦେଇଥିବା କାରଣରୁ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆସିଛି,ମୃତକ ହେଲେ ତକସିମା ଫରିନ.

   Related Posts