Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପରସ୍ପରର ପ୍ରେମରେ ଅନ୍ଧ ହୋଇ ବିବାହ କଲେ ଅଷ୍ଟେଲିଆ ଏବଂ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟର : ଫଟୋ ଭାଇରାଲ

21/04/2019 at 12:11 PM

ନୂଆଦିଲ୍ଲୀ ୨୧/୪: ଆନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଦୁଇ ଜଣ ମହିଳା କ୍ରିକେଟର ପରସ୍ପରକୁ ବିବାହ କରିଛନ୍ତି। ଦୁହେଁ ଭିନ୍ନ ଭିନ୍ନ ଟିମର ଖେଳାଳୀ। ନ୍ୟୁଜିଲାଣ୍ଡ କ୍ରିକେଟ ଟିମରେ ଖେଳୁଥିବା ହେଲେ ଜେନସନ ବିଗ ବ୍ୟାଶ ଲିଗ୍ ଖେଳୁଥିବା ଅଷ୍ଟେଲିଆର ନିକୋଲା ହେନକାଫଙ୍କୁ ବିବାହ କରିଛନ୍ତି। ଏହି ଯୋଡ଼ି ଗତ ସପ୍ତାହ ବିବାହ କରିଛନ୍ତି କିନ୍ତୁ ତାଙ୍କ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 ଏହା ପ୍ରଥମ ଥର ହୋଇନାହିଁ ଯେ ଦୁଇ ଦେଶର ଖେଳାଳିପରସ୍ପର ସହ ସମଲିଙ୍ଗୀ ବିବାହ କରିଛନ୍ତି। ଏହା ପୂର୍ବରୁ ଜୁଲାଇରେ ସାଉଥ ଆଫ୍ରିକାର ବେନ ନିକେର୍କ ନିଜ ଟିମର ମୈରିଜାନେ କୈପଙ୍କୁ ବିବାହ କରିଥିଲେ।

୨୦୧୭ମସିହାରେ ନ୍ୟୁଜିଲାଣ୍ଡର ଏମି ସୈଦରବେଟ ,ଲିୟା ତାହୁହୁଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିଲେ।

   Related Posts