Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ମହିଳା ବାଇକର୍‌ କଲେ ଲୋକଙ୍କୁ ସଚେତନ

22/09/2019 at 9:35 PM

ଭୁବନେଶ୍ୱର ୨୨।୦୯ -ନୂଆ ସଡ଼କ ନିୟମ ଓ ଟ୍ରାଫିକ୍ ସଚେତନତା ​‌​‌ଲୋକଙ୍କୁ ସଚେତନ  କଲେ  ମହିଳା କାଇକର। ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକି ପାଳନ ଉପଲକ୍ଷେ  ମହିଳା ବାଇକରମାନଙ୍କ  ଅଭିନବ ଟ୍ରାଫିକ ସଚେତନତା ପ୍ରୟାସକୁ   ବିଭିନ୍ନ୍ ମହଲରୁ କରାଯାଇଛି ପ୍ରଶଂସା।

  ରାଜଧାନୀର  ରାଜରାସ୍ତାରେ ମହିଳା ବାଇକରଙ୍କ ଲମ୍ବାଧାଡି।ମୁଣ୍ଡରେ ରେ ହେଲମେଟ  ହାତରେ  ଟ୍ରାଫିକ ସଚେତନ ପ୍ଲା କାର୍ଡ। ନୁତନ ମୋଟର ଯାନ  ଆଇନ ଆସିବା ପ​‌ରେ ଟ୍ରାଫିକ ଉଲଂଘନ କାରୀଙ୍କୁ ସଚେତନ କରିବା ଲକ୍ଷରେ ଭୁବନେଶ୍ବର  ମାଷ୍ଟର କ୍ୟାଣ୍ଟିନ ଛକ ଆୟୋଜିତ ହୋଇଥିଲା ​​ ଟ୍ରାଫିକ  ସଚେତନ କାର୍ଯ୍ୟକ୍ରମ। ଓଡିଶା ଓମେନ ଆଡଭେନଚର ବ୍ଲକ ପକ୍ଷରୁ ଆୟାଜିତ ଏହି ବାଇକ  ରାଲିକୁ ଟ୍ରାଫିକ ଡିସିପି ସାଗରିକା ନାଥ ଓ  ଭୁବନେଶ୍ୱର  ମଧ୍ୟ ବିଧାୟକ ଅନନ୍ତ ନାରାୟଣ  ​‌ ଜେନା ପତକା ଦେଖାଇ   ଶୂଭାରମ୍ଭ କରିଥିଲେ।  ଓଡ଼ିଶା ଓମେନ୍ ଆଡଭେଞ୍ଚର କ୍ଲବ ପକ୍ଷରୁ ଆଜି ବାଇକ୍‌ ରାଲି ଆୟୋଜନ କରାଯାଇଥିଲା। ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି   ବାଣି ବିହାର ଆଚାର୍ଯ୍ୟ ବିହାର, ହୋଇ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତି ମହିଳା ବାଇକର ମାନେ   ରାଲିରେ ବାହାରି  ଲୋକଙ୍କୁ ସେଚେତନ କରିଥିଲେ । ୨ଶହରୁ ଅଧିକ ମହିଳା ଏହି ବାଇକ ରାଲିରେ ଅଂଶଗ୍ରହଣ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ, ଜନପଥ, ବାଣୀବିହାର, ଆଚାର୍ଯ୍ୟବିହାର ଦେଇ ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ  ଚାଲିଥିଲା।

ନୁତନ ଟ୍ରାଫିକ  ନିୟମ  ଆସିବା ପରେ  ଟ୍ରାଫିକ ପୋଲିସ ପକ୍ଷରୁ  ଟୁଇନ୍‌ ସିଟିର ବିଭିନ୍ନି ସ୍ଥାନରେ   ​‌ ଟ୍ରାଫିକ ସଚେତନ ନେଇ  ଲୋକଙ୍କୁ ​‌ ସଚେତନ କରାଯାଉଛି।    ପୁରୀ ବାଇପାସ ଲିଙ୍ଗିପୁର ରୋଡ ଠାରେ ଆଞ୍ଚଳିକ ବିକାଶ ପରିଷଦ  ପକ୍ଷରୁ  ଟ୍ରାଫିକ   ସଚେତନ  କରାଯରାଇଥିଲା। ବିଶେ କରି ବାଇବାଓ ଦେଇ   ଶ୍ରୀକ୍ଷେତ୍ରକୁ  ଯାଉଥିବା  ପର୍ଯ୍ୟଟନ ଗାଡି ଚାଳକଙ୍କୁ ଗୋଲାପ  ଫୁଲ ଚକୋଲେଟ ଦେଇ    ନୁତନ ଟ୍ରାଫିକ ମୋଟର ଯାନ ନିୟମ ମାନି ଗାଡି ଚଳଚଳ କରିବାକୁ ପରାମର୍ଶ ଦିଆଯାଇଥିଲା।

ରାଜ୍ୟରେ ଟ୍ରାଫିକ ନିୟମ ତିନି ମାସ କୋହାଳ ପରେ  ପୁଣି ଆକସନ ମୁଡକୁ ଆସିବ ଟ୍ରାଫିକ ପୋଲିସ।।   ତିନି ମାସର ମହଲତ ମଧ୍ୟରେ ନିଜ ନିଜ ଗାଡି ର କାଗଜପତ୍ର ଠି କରାଇ  ନେବାକୁ  ଲୋକଙ୍କୁ   ଟ୍ରାଫିକ ପୋଲିସ ପକ୍ଷରୁ ପରାମର୍ଶ  ଦିଆଯାଉଛି । ସହରର ବିଭିନ୍ନ ଛକ, ଶିକ୍ଷାନଷ୍ଠାନରେ  ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେଚନ କରାଯାଇଛି। ଓଡ଼ିଶା ଓମେନ୍ ଆଡଭେଞ୍ଚର କ୍ଲବ ପକ୍ଷରୁ ଆଜି ବାଇକ୍‌ ରାଲିକୁ ବିଭିନ୍ନ୍ ମହଲରୁ ପ୍ରଶଂସା କରାଯାଇଛି।

   Related Posts