Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଚଉଠି ରାତିରେ ମହିଳା ଆଣିଲେ ଏପରି ଅଭିଯୋଗ, ଅପ୍ରାକୃତିକ ଯୌନ ସଂପର୍କ ରଖୁଛନ୍ତି ସ୍ଵାମୀ

25/12/2018 at 7:23 PM

କୈଥଳ ୨୫/୧୨- ହରିୟାନାର କୈଥଳ ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଯାହା ସ୍ଵାମୀ-ସ୍ତ୍ରୀର ଘଟଣା ହୋଇ ବି ସମାଧାନ ହୋଇ ନପାରି ଥାନାରେ ମାମଲା  ହୋଇଛି ରୁଜୁ ।

ବିବାହ ଜଣେ  ଅନ୍ୟଜଣେ ବିପରୀତ ଲିଙ୍ଗ  ସହିତ କରାଯାଇଥିାଏ । ସମଲିଙ୍ଗୀ ବିବାହ ଆଜିକା ଦିନରେ ଚାଲୁଥିଲେ ମଧ୍ୟ ସମାଜ ସହଜରେ ଗ୍ରହଣ କରିପାରେ ନାହିଁ । କିନ୍ତୁ ବିପରୀତ ଲିଙ୍ଗକୁ ବିବାହ କରି ଅପ୍ରାକୃତିକ ସଂପର୍କ ରଖିବା  ଆଶ୍ଚର୍ଯ୍ୟ ନୁହେଁ କି ? ହରିୟାଣାର ଜିନ୍ଦ ନିବାସୀ ଜଣେ ମହିଳା ତାଙ୍କ ସ୍ଵାମୀଙ୍କ ବିରୋଧରେ ଆଣିଛନ୍ତି ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଅଭିଯୋଗ ।

ଚଉଠି ରାତିରେ ତାଙ୍କ ସ୍ଵାମୀ ପ୍ରବଳ ମଦ ପିଇ  ଏହିଭଳି ଅସଦାଚାରଣ କରିଥିବା କଥା କହିଛନ୍ତି ।  ସେ ଆହୁରି କହିଛନ୍ତି-ସେ ତାଙ୍କ ସହ ସମଲିଙ୍ଗୀ ଭଳି ବ୍ୟବହାର କରୁଛନ୍ତି ସ୍ଵାମୀ । ଏହିକଥାକୁ ତାଙ୍କ ସ୍ଵାମୀଙ୍କୁ ଶାଶୁ, ନଣନ୍ଦ ମଧ୍ୟ ସହଯୋଗ କରୁଥିବା ଜଣାଇଛନ୍ତି । ଏପରିକି ସ୍ଵାମୀଙ୍କର ଏଭଳି କାର୍ଯ୍ୟାକଳାପକୁ ପସନ୍ଦ କରୁ ନଥିବାରୁ ଶାଶୁ-ନଣନ୍ଦ ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ମହିଳା

   Related Posts