Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପାରାଦୀପ ସମୁଦ୍ର କୂଳରୁ ମହିଳାଙ୍କ ଉଲଗ୍ନ ମୄତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା!

1/09/2019 at 8:44 AM

ପାରାଦୀପ ୧/୯: ପାରାଦୀପ ସମୁଦ୍ର କୂଳରୁ ମହିଳାଙ୍କ ମୄତଦେହ ଉଦ୍ଧାର ହୋଇଛି। ଗତକାଲି ପାରାଦୀପ ହନୁମାନ ମନ୍ଦିର ପଛପଟ ସମୁଦ୍ର କୂଳରୁ ଏକ ପୁରୁଷର ମୄତଦେହ ମିଳିବା ଘଟଣା ର ତଦନ୍ତ ଶେଷ ହୋଇଛି କି ନାହିଁ ଆଜି ପାରାଦୀପ ଷଣ୍ଢକୁଦ ବସ୍ତି ଚର୍ଚ୍ଚ ପଛପଟ ସମୁଦ୍ର କୂଳରୁ ଏକ ମହିଳାଙ୍କ ମୄତଦେହ ଉଦ୍ଧାର କରାଯାଇଛି।

ତେବେ ଆଜି ସକାଳୁ ସ୍ଥାନୀୟ ବସ୍ତି ଲୋକେ ଶୌଚ କରିବା ପାଇଁ ଆସିଥିବାବେଳେ ମହିଳା ଙ୍କ ମୄତଦେହଟି ଦେଖିଥିଲେ। ପରେ ତୁରନ୍ତ ସ୍ଥାନୀୟ ଜଟାଧାର ମୁହାଁଣ ଥାନାକୁ ଖବର ଦେଲାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରାଦୀପ ସମୁଦ୍ର କୂଳରୁ ଏଭଳି ଭାବରେ ଦୁଇ ଦିନ ଭିତରେ ଦୁଇ ଦୁଇଟି ମୄତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ତେବେ ମହିଳାଙ୍କ ହାତରେ ଚୁଡି, ଦେହରେ କୌଣସି ବସ୍ତ୍ର ନଥିବା ବେଳେ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ସମୁଦ୍ର କୂଳରୁ ଏଭଳି ଅବସ୍ଥାରୁ ମୄତଦେହ ମିଳିବା ନେଇ ହୁଏତ କିଏ ହତ୍ୟା କରି ସମୁଦ୍ର ରେ ଫୋପାଡ଼ି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

   Related Posts