ବଲାଙ୍ଗୀର: ୬ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ପାଚିକା ମହାସଂଘ
21/12/2020 at 7:10 PM

ବଲାଙ୍ଗୀର୨୧/୧୨: ୬ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ l ପାଚିକାଙ୍କୁ ସର୍ବନିମ୍ନ ଟଙ୍କା, ୧୦ ମାସ ବଦଳରେ ୧୨ ମାସର ଦରମା, ଶ୍ରମିକଙ୍କ ମାନ୍ୟତା ଭଳି ୬ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ଜିଲ୍ଲାର ପାଚିକା ସଂଘ l

ଜିଲ୍ଲାପାଳଙ୍କୁ ଦେଖାକରି ଦାବି ପତ୍ର ଦେବାକୁ ଆସିଥିବାବେଳେ ଟାଉନ୍ ପୋଲିସ ଆନ୍ଦୋଳନକାରୀଙ୍କୁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସକୁ ନେଇ ଯାଇଥିଲାl
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021
ବଲାଙ୍ଗୀରରେ ଆଜି ଶୁଳିଆ ଯାତ୍ରା, କୋଭିଡ କଟକଣା ସତ୍ତ୍ୱେ ପୀଠରେ ପଡିବ ବଳି
19 January 2021