ହାତୀ ଆକ୍ରମଣରେ ମହିଳା ଗୁରୁତର
16/02/2020 at 9:35 AM

ଢେଙ୍କାନାଳ ୧୬/୨: ହାତୀ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗୁରୁତର ମହିଳା ହେଲେ ବେଲଗୁଣ୍ଠା ଗାଁର ଶୀତା ଭୂୟାଁ। ପ୍ରାତଃ ଭ୍ରମଣ କରୁଥିବା ବେଳେ ସେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।
Related Posts
ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28 February 2021