କେନ୍ଦ୍ରାପଡ଼ାରେ ବିଦ୍ୟୁତ ଆଘାତରେ ମହିଳା ଗୁରୁତର
13/10/2018 at 3:07 PM

କେନ୍ଦ୍ରାପଡ଼ା ୧୩/୯:କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଛପାଲି ଗ୍ରାମରେ ଅଘଟଣ ଘଟିଛି। ଧାନ ବିଲହିଡରେ ଘାସ କାଟୁଥିବା ବେଳେ ବିଦ୍ୟୁତ ଆଘାତରେ ଛପାଲି ଗ୍ରାମର ଛବିରାଣି ରାଉତ ଗୁରୁତର ହୋଇ ପଡିଛନ୍ତି । ଆଜି ସକାଳୁ ଘାସ କାଟୁଥିବା ବେଳେ ୧୧କେଭି ତାର ବିଲରେ ଓହଳି ଥିଲା ଯାହା ଫଳରେ ଛବିରାଣି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସଜ୍ଞ୍ୟାହୀନ ହୋଇ ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମହାକାଳପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ତିତିଲି ସର୍ତକତା ପରେ ବି ବିଭାଗୀୟ ଖାମଖିଆଲି ନୀତି ଯୋଗୁଁ ଏଭଳି ଦୁର୍ଘଟଣା ଏ ଅଂଚଳରେ ଚର୍ଚ।ର ବିଷୟ ପାଲଟିଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021