Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କେନ୍ଦ୍ରାପଡ଼ାରେ ବିଦ୍ୟୁତ ଆଘାତରେ ମହିଳା ଗୁରୁତର

13/10/2018 at 3:07 PM

କେନ୍ଦ୍ରାପଡ଼ା ୧୩/୯:କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଛପାଲି ଗ୍ରାମରେ ଅଘଟଣ ଘଟିଛି। ଧାନ ବିଲହିଡରେ ଘାସ କାଟୁଥିବା ବେଳେ  ବିଦ୍ୟୁତ ଆଘାତରେ ଛପାଲି ଗ୍ରାମର ଛବିରାଣି ରାଉତ ଗୁରୁତର ହୋଇ ପଡିଛନ୍ତି । ଆଜି ସକାଳୁ ଘାସ କାଟୁଥିବା ବେଳେ ୧୧କେଭି ତାର ବିଲରେ ଓହଳି ଥିଲା ଯାହା ଫଳରେ ଛବିରାଣି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ  ସଜ୍ଞ୍ୟାହୀନ ହୋଇ ପଡିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମହାକାଳପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ତିତିଲି ସର୍ତକତା ପରେ ବି ବିଭାଗୀୟ ଖାମଖିଆଲି ନୀତି ଯୋଗୁଁ ଏଭଳି ଦୁର୍ଘଟଣା ଏ ଅଂଚଳରେ ଚର୍ଚ।ର ବିଷୟ ପାଲଟିଛି ।

 

   Related Posts