ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା
1/06/2018 at 6:26 AM

ସୋର ସାଡ଼ୁଆପଡା ଗାଁ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
ଦୁଷ୍କର୍ମ ପରେ ମହିଳାଙ୍କ ବେକ ଧାରୁଆ ଅସ୍ତ୍ରରେ କଟାଯିବ ପରେ ଦେହରେ ଏସିଡ ପକାଯାଇଛି
ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ
ସୋର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି