ମହାବିଦ୍ୟାଳୟ ଅଧକ୍ଷ୍ୟାଙ୍କ ଆତ୍ମହତ୍ୟା, ବେକରେ ଶାଢୀ ଲଗାଇ ହାରିଲେ ଜୀବନ

Published By : Prameya-News7 Bureau | November 21, 2020 IST

ବ୍ରହ୍ମଗିରି ୨୧।୧୧: ସାତପଡ଼ା ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧକ୍ଷ୍ୟାଙ୍କ ଆତ୍ମହତ୍ୟା। ଆଜି ମହାବିଦ୍ୟାଳୟ ପରିସର ଭିତରେ  ଥିବା ନିଜ କ୍ୱାର୍ଟରରେ ଅଧକ୍ଷ୍ୟା ଭାନୁମତି ପ୍ରଧାନ ଶାଢ଼ୀ ଲଗାଇ  ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସାତପଡା ଫାଣ୍ଡି ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.