Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

କୌଣସି ରାକ୍ଷସୀଙ୍କଠୁ କମ୍ ନୁହଁନ୍ତି ଏହି ମହିଳା : ନିଜ ଲିଭ-ଇନ-ପାର୍ଟନରଙ୍କ ୫ବର୍ଷର ଝିଅ ସହ କଲେ ଏପରି କାମ ,ତା’ପରେ…..

5/10/2019 at 4:49 PM

ଥାଣେ ୫/୧୦: ଯେତେବେଳେ ଜଣେ ଯୁବକ କୌଣସି ମହିଳାଙ୍କ ସହ ଇଚ୍ଛା ବିରୋଧରେ ଜବରଦସ୍ତି କରିଥାନ୍ତି ତାହା ଦୁଷ୍କର୍ମ ହୋଇଥାଏ। କିନ୍ତୁ ଯଦି କୌଣସି ମହିଳା ନାବାଳିକା ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ଦେଇଥାଆନ୍ତି ତେବେ ଆମେ ଏହାକୁ କ’ଣ କହିବୁ। ଠିକ୍ ଏପରି ଏକ ମାମଲା ମୁମ୍ବାଇରେ ଘଟିଛି। ଏଠାରେ ଜଣେ ଯୁବତୀ ନାବାଳିକା ଶିଶୁକୁ ଯୌନ ନିର୍ଯ୍ୟାତନା ଦେଇଛି।

ଗତକାଲି ଥାଣେର ଏକ ଅଦାଲତ ଜଣେ ମହିଳାଙ୍କୁ ଲିଭ-ଇନରେ ରହୁଥିବା ନିଜ ପାର୍ଟନରଙ୍କ ୫ବର୍ଷର ଝିଅକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ୭ବର୍ଷର ଆଜୀବନ କାରାବାସର ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ମୁବ୍ରାରେ ରହୁଥିବା ୩୩ବର୍ଷ ବୟସ୍କା ଯୁବତୀଙ୍କ ବିରୋଧରେ ୧୦୦୦ଟଙ୍କାର ଜୋରିମାନା ଲଗାଯାଇଛି।

୫ବର୍ଷର ଶିଶୁଟି ତାଙ୍କ ବାପା ଏବଂ ମହିଳାଙ୍କ ସହ ରହୁଥିଲେ। ଶିଶୁଟିର ମାଆ ଏବେ ଦୁବାଇରେ କାର୍ଯ୍ୟରତ। ବାପା କାମରେ ବାହାରକୁ ଯାଉଥିବା ସମୟରେ ମହିଳା ତାଙ୍କ ଅନୁପସ୍ଥିତିରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ।

 ଯେତେବେଳେ ନାବାଳିକାଙ୍କୁ ଯନ୍ତ୍ରଣା ଅନୁଭୂତ ହେଉଥିଲା ସେ ତାଙ୍କ ବାପାଙ୍କୁ ସବୁ କଥା କହିଥିଲେ। ଏହା ପରେ ମୁବ୍ରା ପୋଲିସକୁ ଅଭିଯୋଗ କରାଯାଇଥିଲା ଏବଂ ମହିଳାଙ୍କୁ ଗିରଫ କରାଯାଇଥିଲା।

   Related Posts