ନିଜ ଘର ସମ୍ମୁଖରୁ ମହିଳାଙ୍କୁ ଗଳାକାଟି ହତ୍ୟା !
22/07/2019 at 12:18 PM

ଯାଜପୁର ୨୨/୭: ନିଜ ଘର ସମ୍ମୁଖରୁ ମହିଳାଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି। ବିଞ୍ଝାରପୁର ଥାନା ଅନ୍ତର୍ଗତ ଗୁଣ୍ଡୁରିପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିଞ୍ଝାରପୁର ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି।
ମୃତ ମହିଳା ହେଲେ ରିତାରାଣୀ ଦଳାଇ।ଏହା ବିଧିବଦ୍ଧ ହତ୍ୟା ବୋଲି ସନ୍ଦେହ କରାଯାଉଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021