ମହିଳାଙ୍କୁ ଦଳିଦେଲା ହାତୀ

Published By : Prameya-News7 Bureau | June 18, 2018 IST

ମହିଳାଙ୍କୁ ଦଳିଦେଲା ହାତୀ । ଚୌଦ୍ବାର ଥାନା ମଇଁଷାନଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ନିରଞ୍ଜନ ସ୍ବାଇଁଙ୍କ ପତ୍ନୀ କଳ୍ପନା ସ୍ବାଇଁ । ଗତକାଲି ରାତି ୧୦ଟାରେ ନିଜ ଦୋକାନ ବନ୍ଦ କରିବା ପରେ କଳ୍ପନା ସୌଚ ହେବାକୁ ଯିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ତାଙ୍କୁ ଗୋଡରେ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.