Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସ୍ୱାମୀ ସାମ୍ନାରେ ପାତଳୀ ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

16/10/2021 at 5:07 PM

ଲମତାପାଟ, ୧୬/୧୦:  ସ୍ବାମୀଙ୍କ ଆଗରେ ପାଡ଼ୁଆ ହାଟ ଗୁଡା ବ୍ରିଜ ସ୍ଥିତ ପାତଳୀ ନଦୀକୁ  ଜଣେ ମହିଳା ଡେଇଁ ପଡ଼ିଥିବା ଜଣାପଡ଼ିଛି ।  ଅଗ୍ନିଶମ ବାହିନୀ ପକ୍ଷରୁ  ମହିଳାଙ୍କୁ ଖୋଜା ଖୋଜି ଜାରି ରହିଛି ।  ମହିଳା ଜଣକ  ବ୍ରିଜ ଉପରୁ ଡେଇଁ  ଆତ୍ମହତ୍ୟା ଉଦ୍ୟମ କରିଥିଲେ ନା ଦୁର୍ଘଟଣାରେ ମହିଳା ଜଣକ ଖସି ପଡିଛନ୍ତି, ତାର ତଦନ୍ତ ଜାରି ରଖିଛି ପାଡୁଆ ପୋଲିସ ।  ନଦୀକୁ ଡେଇଁ  ପଡ଼ିଥିବା ମହିଳା ଜଣକ କୁକୁଡ଼ାପଖି ଗ୍ରାମର ପଦ୍ମା ଖରା ବୋଲି ପୋଲିସ ସୂଚନାରୁ ଜଣାପଡ଼ିଛି ।

   Related Posts