Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ୟୁଏଇରେ ହୋଇପାରେ ମହିଳା ଆଇପିଏଲ, ବିସିସିଆଇ ରଖିଛି ଯୋଜନା

2/08/2020 at 7:48 PM

ନୂଆଦିଲ୍ଲୀ, ୦୨|୦୮:  ବିସିସିଆଇ ଆୟୋଜନ କରିବ ମହିଳା ଆଇପିଏଲ । ଦୁବାଇରେ ଏହାର ଆୟୋଜନା ହୋଇପାରେ । ଏନେଇ ଯୋଜନା ଚାଲିଛି ବୋଲି କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏହାସହ ମହିଳା ଆଇପିଏଲକୁ ନେଇ ଜାରି ରହିଥିବା ଅନିଶ୍ଚିତତା ଶେଷ ହୋଇଯାଇଛି ।

କରୋନା ଭାଇରସ ପାଇଁ ଚଳିତ ବର୍ଷ ଆଇପିଏଲର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ମଧ୍ୟରେ ୟୁଏଇରେ ଆୟୋଜିତ ହେବ । ବିସିସିଆଇ ଅଧ୍ୟକ୍ଷଙ୍କ କହିବାନୁସାରେ, ଏହି ସମୟରେ ମହିଳା ଆଇପିଏଲର ଆୟୋଜନ ହୋଇପାରେ ।

ଗାଙ୍ଗୁଲି ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପୂର୍ବରୁ ମହିଳା ଆଇପିଏଲ ବାବଦରେ କହିଥିଲେ । ସେ କହିଥିଲେ ଯେ, ମହିଳା ଆଇପିଏଲ ପାଇଁ ବିସିସିଆଇର ଯୋଜନା ରହିଛି । ତେବେ ଗାଙ୍ଗୁଲି ଏବାବଦରେ ସମସ୍ତ ସୂଚନା ଦେଇନଥିଲେ । କିନ୍ତୁ ଆଉ ଜଣେ ଅଧିକାରୀ ମହିଳା ଚ୍ୟାଲେଞ୍ଚର ଆଇପିଏଲ ସମୟରେ ହେବ ବୋଲି କହିଥିଲେ ।

ମହିଳା ଆଇପିଏଲର ଆୟୋଜନ ନଭେମ୍ବର ୧ରୁ ୧୦ ମଧ୍ୟରେ ଅନୁଷ୍ଠିତ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହାପୂର୍ବରୁ ମଧ୍ୟ ଆୟୋଜିତ ହୋଇପାରେ ।

   Related Posts