ଲଗାଣ ବର୍ଷାରେ କାନ୍ଥ ପଡି ମହିଳା ଆହତ

Published By : Prameya-News7 Bureau | October 25, 2019 IST

ଆନନ୍ଦପୁର ୨୫।୧୦: ଘସିପୁରା ଥାନା ବସନ୍ତପୁରା ଗାଁରେ କାନ୍ଥ ପଡି ଜଣେ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ହେଲେ ମାଇନ ହାସଦା । ଚିକିତ୍ସା ପାଇଁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଦୁଇପୁଅଙ୍କ ସହ ଘରେ ଶୋଇଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ କାନ୍ଥ ଭୁଶୁଡି ପଡିବାରୁ ମାଇନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.