ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 15, 2020 IST

କଟକ ୧୫।୧୦: ପିସିଆର ଭ୍ୟାନ୍ ଧକ୍କାରେ ମହିଳା ଆହତ । କଟକ ବାଦାମବାଡି ଥାନା ପିସିଆର ଭ୍ୟାନ୍ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି । ପିସିଆର ଭ୍ୟାନ୍ ଧକ୍କା ଦେବା ଫଳରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

{"id":344574,"sizeSlug":"large"}

ସୂଚନା ଅନୁଯାୟୀ, ବାଦାମବାଡି ବସଷ୍ଟାଣ୍ଡରେ ଜଣେ ମହିଳା ଯାଉଥିବା ସମୟରେ ପିସିଆର ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ଆହତ ହୋଇଛନ୍ତି ତାଙ୍କ ଅବସ୍ଥା ଠିକ୍ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.