Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଡିରୁ ପରିବା ତୋଳିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

3/09/2019 at 10:39 AM

ନୂଆପଡ଼ା ୩/୯: ଭାଲୁ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି।ସେ ବାଡିରୁ ପରିବା ତୋଳିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି।

ଘଟଣାଟି ଘଟିଛି ଜୋଙ୍କ ଥାନା କୋଦୋମେରି ଗାଁରେ। ଗୁରୁତର ରାଏମତିନ ପୁଞ୍ଜିଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିୀ କରାଯାଇଛି।

   Related Posts