Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ

ଭଦ୍ରକ ୨୧|୮: ଭଦ୍ରକ ପୁରୁଣାବଜାର ଥାନା ଛଡାକମହଲା ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ହେଉଛନ୍ତି ସୁମିତ୍ରା ସାହୁ । ମୃତକଙ୍କ ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ମୃତକଙ୍କ ବାପଘର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ପୁରୁଣାବଜାର ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ ମହିଳାଙ୍କ ସ୍ବାମୀ ମନୋଜ ସାହୁକୁ ଥାନାରେ ଅଟକ ରଖିଛି ।

339 Views

   ସମ୍ବନ୍ଧିତ ଖବର