କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | August 07, 2018 IST

କୋଣାର୍କ ୭/୮ : କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋଣାର୍କ ଥାନା ୧୩ ନମ୍ବର ୱାର୍ଡ ବେରହ ଗାଁ ନିକଟ କାଜୁ ଜଙ୍ଗଲରେ ଝୁଲୁଥିଲା ମୃତଦେହ । ମୃତକ ହେଲେ ନାଗମଠ ଗାଁର ଗାୟତ୍ରୀ ନାୟକ । ସେ ୭ ମାସ ତଳେ ବିବାହ କରିଥିଲେ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ କୋଣାର୍କ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.