ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା

Published By : Prameya-News7 Bureau | July 30, 2018 IST

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା ଅଭିଯୋଗ | ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦହିପୁର ତାଳସିଖା ଗାଁରୁ | ମୃତକ ମହିଳା ଜଣଙ୍କ ହେଲେ ସେହି ଗାଁର ବାଲୁରି ବେହୁରିଆ | ମହିଳାଙ୍କ ମୁଣ୍ଡ ଓ ଆଖିରେ କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଛି | ଗତ ରାତିରେ ଦୁଇ ଜଣ ଲୋକେ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣି ହସପିଟାଲରେ ଛାଡି ଦେଇ ଯାଇଥିବା ଅଭିଯୋଗ ହୋଇଛି | ତେବେ ଘଟଣାସ୍ଥଳରେ ପହଞ୍ଚି ଧାମନଗର ପୋଲିସ ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.