Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଘାଇ ମରାମତି ପାଇଁ ପୌର କାର୍ଯ୍ୟାଳୟ ଘେରିଲେ ମହିଳା

2/07/2021 at 3:08 PM

ବଲାଙ୍ଗିର ୨।୭: ପୌରାଞ୍ଚଳର ୧୭ନଂ ଓ୍ବାର୍ଡର ମହିଳାମାନେ ପୌର କାର୍ଯ୍ୟାଳୟ ଘେରିଛନ୍ତି । ୨୦୧୯ ବନ୍ୟାରେ ପଡାରେ ଥିବା ପୋଖରୀରେ ୩ଟି ଘାଇ ହୋଇ ଆଡି ଭାଙ୍ଗିଯାଇଥିଲା । ହେଲେ ୨ବର୍ଷ ବିତିଥିଲେ ମଧ୍ୟ ମରାମତି କରାଯାଉନାହିଁ । ଫଳରେ ପୋଖରୀରେ ପାଣି ରହୁନଥିବାରୁ ୨, ୩ଟି ପଡାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥିସହ ଆଡି ଦେଇ ଯାଇଥିବା ରାସ୍ତା ସେ ଘାଇରେ ଭାଙ୍ଗି ଯାଇଥିବାରୁ ଯାତାୟାତରେ ସମସ୍ୟା ହେଉଛି । ତେଣୁ ଏହାର ମରାମତି ପାଇଁ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଖୁବଶୀଘ୍ର ଏହାର ମରାମତି ହେବ ବୋଲି ଇଓ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।

   Related Posts