Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଚୁମ୍ବନ କରିବାବେଳେ ମହିଳାମାନେ କରିଥାଆନ୍ତି ଏହି କାମ : ଜାଣନ୍ତୁ କ’ଣ

16/04/2020 at 9:00 PM

ଲିପକିସ୍ କରିବା ପଛରେ ଅନେକ ବୈଜ୍ଞାନିକ ଏବଂ ବ୍ୟକ୍ତିର ସାମାନ୍ୟ ଭାବନା ସହ ଜଡ଼ିତ ରହସ୍ୟ ଲୁଚି ରହିଛି। ଆସନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ବିଷୟରେ

ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ବିଷୟରେ ଜଣା ପଡ଼ିଥିଲା ଯେ ଯେତେବେଳେ ଜଣେ ବ୍ୟକ୍ତି ନିଜ ପାର୍ଟନର ସହ ରୋମାଣ୍ଟିକ୍ ହୋଇଥାଆନ୍ତି ସେତେବେଳେ ତାଙ୍କ ମସ୍ତିଷ୍କ ଗୋଟିଏ ସମୟରେ ଦୁଇଟି ଜିନିଷ ବିଷୟରେ ଭାବି ପାରିନଥାଏ। ବୈଜ୍ଞାନିକଙ୍କ ଅନୁସାରେ କିସ୍ କରିବା ସମୟରେ ମନୁଷ୍ୟର ମସ୍ତିଷ୍କରେ ରିଙ୍କଲସ୍ ପଡ଼ିବାକୁ ଲାଗିଥାଏ ଯାହା ଦ୍ବାରା ଆଖି ଖୋଲାଯାଇ ପାରିନଥାଏ ତେଣୁ ଆଖି ଆପେ ଆପେ ବନ୍ଦ ହୋଇଯାଇଥାଏ।

   Related Posts