Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଫୁଟନ୍ତା ତେଲ କଡ଼େଇରେ ହାତରେ ରୋଷେଇ କରୁଛନ୍ତି ମହିଳା : ଭାଇରାଲ୍ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

27/10/2020 at 10:15 AM

ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ଏଥିରେ ଜଣେ ମହିଳା କଡ଼େଇରେ ଗରମ ତେଲରେ ହାତରେ ହିଁ ଖାଦ୍ୟ ରୋଷେଇ କରୁଥିବାର ନଜର ଆସିଛନ୍ତି। ମହିଳା ଏହି ସମୟରେ ଫୁଟନ୍ତା ତେଲରେ ହାତ ଦେଉଛନ୍ତି ଏବଂ ତାଙ୍କ ହାତ ମଧ୍ୟ କିଛି ହେଉନାହିଁ। ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହା ପୂରାପୂରି ସତ୍ୟ ଘଟଣା। ୧୩ସେକେଣ୍ଡର କ୍ଲିପରେ ଜଣେ ବୟସ୍କ ମହିଳାଙ୍କୁ ଫୁଟନ୍ତା ଗରମ ତେଲର ଏକ ବଡ଼ ପ୍ୟାନର ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଶଣ୍ଢୁଆସି କିମ୍ବା ଅନ୍ୟ ବାସନର ଉପଯୋଗ କରିବା ପରିବର୍ତେ ମହିଳା ନିଜ ଆଙ୍ଗୁଳି ସାହାଯ୍ୟରେ ପ୍ୟାନରେ ଫୁଟୁଥିବା ଖାଦ୍ୟକୁ ହାତ ଦେଉଛନ୍ତି।

ଭିଡିଓରେ ମହିଳା ନିଜ ହାତରେ କିଛି ଗରମ ତେଲ ନେଉଛନ୍ତି ଏବଂ ଦର୍ଶକଙ୍କୁ ଦେଖାଉଛନ୍ତି ଯେ ସେ ପୂରା ଠିକ୍ ଅନୁଭବ କରୁଛନ୍ତି।

ସୋସିଆଲ୍ ମିଡିଆରେ ଲୋକଙ୍କୁ ମହିଳାଙ୍କ କାର୍ଯ୍ୟକଳାପ ଉପରେ ଭରସା ହେଉ ନାହିଁ। ଏହି କ୍ଲିପକୁ ଏବେ ସୁଦ୍ଧା ୧୬ହଜାର ଥର ଦେଖା ଯାଇସାରିଥିବାବେଳେ ହଜାର ହଜାର ଲାଇକ୍ସ ଏବଂ କମେଣ୍ଟସ୍ ମଧ୍ୟ ମିଳିଛି।

ଭାଇରାଲ୍ ଟିକଟକ୍ ଭିଡିଓକୁ ଟ୍ବିଟର ଆକାଉଣ୍ଟ ଫର୍ଷ୍ଟ ଓ୍ବି ଫେଷ୍ଟ ଦ୍ବାରା ସେୟାର କରାଯାଇଥିଲା।

   Related Posts