ହାତୀ ଆକ୍ରମଣରେ ମହିଳା ମୃତ
19/07/2018 at 5:38 AM

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି | ଚୌଦ୍ୱାର ବଡ଼ପୋଖରୀ ଚାରିଘରିଆ ଗାଁରେ ଘଟିଛି ଅଘଟଣ | ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ମୃତ ମହିଳା ଜଣକ ହେଲେ ମୀନ ସିଂ | ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ | ଗତକାଲିଠାରୁ ସେ ନିଖୋଜ ଥିଲେ | ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି | ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି | ଉତ୍ୟକ୍ତ ଲୋକେ ଭଗତପୁର ସେକ୍ସନ ଫରେଷ୍ଟରଙ୍କୁ ଘେରାଉ କରିଛନ୍ତି |
Related Posts
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021