Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଇରଙ୍ଗପୁରରେ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ

16/09/2018 at 12:19 PM

ରାଇରଙ୍ଗପୁର ୧୬/୯ : ରାଇରଙ୍ଗପୁରରେ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି | ରାଇରଙ୍ଗପୁର ବିଶୋଇ ଥାନା ଜମିଡ଼ିହ ଛକରେ ଦୁର୍ଘଟଣା ହୋଇଛି | ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ | କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି | ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରକୁ ଗ୍ରାମବାସୀ ଅଟକ ରଖିଛନ୍ତି |

   Related Posts