ବାରଙ୍ଗ ଷ୍ଟେସନରେ ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ
14/10/2018 at 12:23 PM

ଭୁବନେଶ୍ୱର ୧୪/୧୦ : ଭୁବନେଶ୍ୱର ବାରଙ୍ଗ ଷ୍ଟେସନରେ ଘଟିଛି ଅଘଟଣ | ଟ୍ରେନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ପଟିଆ ଷ୍ଟେସନରେ ରେଳ ଲାଇନ ପାର କରୁଥିବାବେଳେ ମହିଳାଙ୍କୁ ଧକ୍କା ଦେଲା କରମଣ୍ଡଳ ଏକ୍ସପ୍ରେସ | ମୃତ ମହିଳା ଜଣକ ବଡମାଛପୁର ଅଞ୍ଚଳର ବୋଲି ଜଣାପଡିଛି | ମହିଳାଙ୍କ ଗୋଟିଏ ୪ ବର୍ଷର ଶିଶୁକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ |
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021